Jump to content

କର୍ମଶାଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଶାଳା
ଉଚ୍ଚାରଣ: Karmaṡāḻā

ସଂ. ବି. (୬: ଷ୍ଠୀ ତତ୍; କର୍ମନ୍+ଶାଳା) —

୧: କାର୍ୟ୍ୟାଳୟ; କାରଖାନା —୧. Workshop; office; factory.

୨: କମାରଶାଳ —୨. Smithy.