କର୍ମଶୀଳ
ଦେଖଣା
କର୍ମଶୀଳ —
ଉଚ୍ଚାରଣ: Karmaṡīḻa
(କର୍ମଶୀଳ—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କର୍ମନ୍+ଶୀଳ=ସ୍ବଭାବ) —
ପରିଶ୍ରମୀ; ୟତ୍ନଶୀଳ; କର୍ମ କରିବାର ଅଭ୍ୟସ୍ଥ — Laborious; assiduous; diligent.