Jump to content

କର୍ମଶୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଶୂର
ଉଚ୍ଚାରଣ: Karmaṡūra

ସଂ. ବିଣ. ପୁଂ. (୭: ମୀ ତତ୍; କର୍ମନ୍+ଶୂର=ବୀର) —

୧: କମଠ; କାର୍ୟ୍ୟଦକ୍ଷ —୧. Performing work assiduously or carefully.

୨: ପୁରାତନ କର୍ମୀ —୨. Veteran in work.