କର୍ମସଚିବ
ଦେଖଣା
କର୍ମସଚିବ —
ଉଚ୍ଚାରଣ: Karmasachiba
ସଂ. ବି. (୭: ମୀ ତତ୍; କର୍ମନ୍+ସଚିବ) —
୧: କର୍ମନିର୍ବାହ ବିଷୟରେ ସହାୟକ ବା ମନ୍ତ୍ରୀ — ୧. A minister.
୨: ସହକାରୀ —୨. An assistant.
୩: ରାଜକାର୍ୟ୍ୟ ଓ ଶାସନ କାର୍ୟ୍ୟର ଭାରପ୍ରାପ୍ତ କର୍ମଚାରୀ — ୩. Executive officer.
୪: ରାଜ୍ୟର ଶାସନବିଭାଗର ମନ୍ତ୍ରୀ — ୪. Secretary of state.