କର୍ମସନ୍ନ୍ଯାସୀ
ଦେଖଣା
କର୍ମସନ୍ନ୍ୟାସୀ —
ଉଚ୍ଚାରଣ: Karmasannyāsī
ସଂ. ବିଣ. ପୁଂ (କର୍ମସନ୍ନ୍ୟାସ+ଅଛି ଅର୍ଥରେ. ଇନ୍; ୧: ମା. ୧: ବ.) —
୧: କର୍ମତ୍ୟାଗୀ; ଫଳକାମନାରହିତ ହୋଇ ଯେ ନିତ୍ୟନୈମିତ୍ତକ ସକଳ କର୍ମ ତ୍ୟାଗ କରେ — ୧. Following worldly pursuits without hankering after the results.