କର୍ମସାକ୍ଷୀ
ଦେଖଣା
କର୍ମସାକ୍ଷୀ —
ଉଚ୍ଚାରଣ: Karmasākshī
(କର୍ମସାକ୍ଷିଣୀ—ସ୍ତ୍ରୀ)
ସଂ. ବି. ପୁଂ. (କର୍ମନ୍+ସାକ୍ଷିନ୍ ୧: ମା.୧: ବ.) —
୧ ଯେଉଁ ସାକ୍ଷୀ କୌଣସି କର୍ମକୁ ନିଜେ ଦେଖିଥାଏ — ୧. An eye-witness of an occurrence.>୨: ଯେଉଁ ଦେବତାମାନେ ମନୁଷ୍ୟର ପାପ ଓ ପୁଣ୍ୟ କର୍ମମାନ ଦେଖନ୍ତି —୨. The Deities who witness the good and bad actions of men.
[ଦ୍ର—ସୂର୍ଯ୍ୟଃ ସୋମୋ ୟମଃ କାଳୋ ମହାଭୂତାନି ପଞ୍ଚ ଚ, ଏତେ ଶୁଭାଶୁଭସ୍ଯେହ କର୍ମଣୋ ନବ ସାକ୍ଷିଣଃ; ସୂର୍ଯ୍ୟ, ଚନ୍ଦ୍ର, ୟମ, କାଳ, ପଞ୍ଚମହାଭୂତ ଏମାନେ ଶାସ୍ତ୍ର ଅନୁସାରେ କର୍ମସାକ୍ଷୀ ରୂପେ କଳ୍ପିତ