କର୍ମସିଦ୍ଧି
ଦେଖଣା
କର୍ମସିଦ୍ଧି —
ଉଚ୍ଚାରଣ: Karmasiddhi
ସଂ. ବି (୬: ଷ୍ଠୀ ତତ୍; କର୍ମନ୍+ସିଦ୍ଧି) —
୧: କାର୍ୟ୍ୟରେ ସଫଳତା —୧. Success in any under- taking.
୨: କାର୍ୟ୍ୟର ସମାପ୍ତି —୨. Accomplishment of an act or business.
କର୍ମସିଦ୍ଧି —
ଉଚ୍ଚାରଣ: Karmasiddhi
ସଂ. ବି (୬: ଷ୍ଠୀ ତତ୍; କର୍ମନ୍+ସିଦ୍ଧି) —
୧: କାର୍ୟ୍ୟରେ ସଫଳତା —୧. Success in any under- taking.
୨: କାର୍ୟ୍ୟର ସମାପ୍ତି —୨. Accomplishment of an act or business.