Jump to content

କର୍ମାଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାଧି
ଉଚ୍ଚାରଣ: Karmādhi

ଦେ. (ପ୍ରାଚୀନପଦ୍ୟ) ବିଣ —

କର୍ମବିଷୟକ; କର୍ମମୟ — Consisting of actions.

କର୍ମାଧି ପଥରେ ସର୍ବେ ଆତୟାତ ହେଲେ, ଅଲେଖ ପୂରୁଷ ସ୍ବାମୀ ନିର୍ବେଦେ ରହିଲେ ପ୍ରାଚୀ. ବ୍ରହ୍ମନିରୂପଣଗୀତା