Jump to content

କର୍ମାନୁବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାନୁବନ୍ଧ
ଉଚ୍ଚାରଣ: Karmānubandha

(କର୍ମାନୁବନ୍ଧୀ—ବିଣ)

ସଂ. ବି. (୬: ଷ୍ଠୀ ତତ୍; କର୍ମ+ଅନୁବନ୍ଧ) —

୧: କର୍ମସଙ୍ଗେ ସମ୍ପର୍କ; କର୍ମାନୁବର୍ତ୍ତିତା —୧. Connection with or dependance upon acts.

୨: କର୍ମବନ୍ଧ (ଦେଖ) ୨. Karmabandha (See)