କର୍ମାନୁରୂପ
ଦେଖଣା
କର୍ମାନୁରୂପ —
ଉଚ୍ଚାରଣ: Karmānurūpa
ସଂ. ବିଣ. (୬: ଷ୍ଠୀତତ୍; କର୍ମ+ଅନୂରୂପ) —
୧: କର୍ମୋପଯୋଗୀ; କର୍ମସଦୃଶ — ୧. According to action; corresponding to acts.
୨: ପୂର୍ବ ଜନ୍ମ କୃତ କର୍ମର ଅନୁରୂପ — ୨. According to acts done by a person in his previous existence.
୩: କର୍ତ୍ତବ୍ୟ କର୍ମର ଉପଯୋଗୀ — ୩. According to duty.
୪: ଭାଗ୍ୟର ଅନୁସାରେ ଘଟିବା — ୪. Taking place according to fate.