କର୍ମାନୁଷ୍ଠାନ
ଦେଖଣା
କର୍ମାନୁଷ୍ଠାନ —
ଉଚ୍ଚାରଣ: Karmānushṭhāna
(କର୍ମାନୁଷ୍ଠାୟୀ—ବିଣ.)
ସଂ. ବି. (୬: ଷ୍ଠୀ ତତ୍; କର୍ମ+ଅନୁଷ୍ଠାନ) —
୧: କର୍ତ୍ତବ୍ୟ କାର୍ୟ୍ୟରେ ଅଗ୍ରସର ହେବା — ୧. Practising or starting in one's duties.
୨: କର୍ମକରଣ —୨. Performance of an act.
୩: ବୈଦିକ କ୍ରିୟା —୩. Vedic rites or ceremonies.