Jump to content

କର୍ମାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାନ୍ତ
ଉଚ୍ଚାରଣ: Karmānta

ସଂ. ବି. (୬: ଷ୍ଠୀ ତତ୍; କର୍ମ+ଅନ୍ତ) —

୧: କାର୍ଯ୍ୟ ଶେଷ; କାର୍ଯ୍ୟସମାପ୍ତି — ୧. The end of any task or act.

୨: କାର୍ଯ୍ୟର ଶେଷଫଳ —୨. The ultimate result of an action.