Jump to content

କର୍ମାନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାନ୍ତର
ଉଚ୍ଚାରଣ: Karmāntara

୧: ସଂ. ବି. (ନିତ୍ୟସମାସ; ଅନ୍ୟତ୍+କର୍ମ)—ଅନ୍ୟକର୍ମ ମଧ୍ୟରେ Another act.

୨: (୭: ମୀ ତତ୍; କର୍ମ+ଅନ୍ତର)—ଧର୍ମକର୍ମ ମଧ୍ୟରେ ବ୍ୟବଧାନ —୨. The interval between religious actions (M.W.)