କର୍ମାର
ଦେଖଣା
କର୍ମାର —
ଉଚ୍ଚାରଣ: Karmāra
ସଂ. ବି. ପୁଂ. (କର୍ମନ୍+ ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ) —
୧: କାରିଗର —୧. Artificer; artisan.
୨: ଲୌହକାର; କମାର —୨. Blacksmith.
୩: (+କରଣ. ଅ) ଏକ ପ୍ରକାର ବାଉଁଶ — ୩. A species of Bamboo.
୪: କରମଙ୍ଗା (ଗଛ ଓ ଫଳ) —୪. The Carambola (tree and fruit).