Jump to content

କର୍ମାରମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାରମ୍ଭ
ଉଚ୍ଚାରଣ: Karamārambha

ସଂ. ବି. (୬: ଷ୍ଠୀ ତତ୍; କର୍ମ+ଆରମ୍ଭ) —

୧: କୌଣସି କାର୍ୟ୍ୟର ଆରମ୍ଭ — ୧. Commencement of any act.

୨: କୌଣସି ଧର୍ମାନୁଷ୍ଠାନର ଆରମ୍ଭ — ୨. Commencement of a ceremony or ritual.