Jump to content

କର୍ମାର୍ହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାର୍ହ
ଉଚ୍ଚାରଣ: Karmārha
(କର୍ମାର୍ହା—ସ୍ତ୍ରୀ)

ସଂ. ବିଣ. ପୁଂ. (୬: ଷ୍ଠୀ ତତ୍ କର୍ମ+ଅର୍ହ) —

୧: କାମିକା — ୧. Useful.

୨: କର୍ମ କରିବାକୁ ସମର୍ଥ; କର୍ମଠ — ୨. Fit for work.

୩: କର୍ମ କରିବାର ଉପଯୁକ୍ତ ବା ଯୋଗ୍ୟ (କାଳ ପ୍ରଭୃତି) — ୩. Proper (time) for an act.