Jump to content

କର୍ମିଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମିଷ୍ଠ
ଉଚ୍ଚାରଣ: Karmishṭha
(କର୍ମିଷ୍ଠା—ସ୍ତ୍ରୀ)

ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) —

୧: ପରିଶ୍ରମୀ —୧. Industrious; diligent.

୨: କର୍ମଠ; କର୍ମକୁଶଳ —୨. Active; fit for work.

୩: କୌଶଳୀ —୩. Skilful.

୪: କର୍ମପ୍ରିୟ —୪. Eager to do a work.

୫: ବୈଦିକ କ୍ରିୟାରତ —୫. Engaged in observing duly the Vedic rites and ceremonies.