କର୍ମୀ
ଦେଖଣା
କର୍ମୀ —
ଉଚ୍ଚାରଣ: Karmī
(କର୍ମିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କର୍ମନ୍+ଅଛି ଅର୍ଥରେ ଇନ୍;୧: ମା.୧: ବ) —
୧: କର୍ମନିରତ —୧. Busy; active.
୨: କର୍ମକ୍ଷମ; କାର୍ୟ୍ୟଦକ୍ଷ —୨. Fit; skilful.
ସଂ. ବି —
୧: କର୍ମ କରିବା ବ୍ୟକ୍ତି — ୧. One who performs a rite or an act.
୨: କର୍ମବୀର —୨. A man of action.
୩: ମୂଲିଆ —୩. A labourer; workman (M.W.)