Jump to content

କର୍ମେନ୍ଦ୍ରିୟ

ଉଇକିଅଭିଧାନ‌ରୁ
(କର୍ମେନ୍ଦ୍ରିଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କର୍ମେନ୍ଦ୍ରିୟ
ଉଚ୍ଚାରଣ: Karmendriya

ସଂ. ବି. (୬: ଷ୍ଠୀ ତତ୍; କର୍ମନ୍+ଇନ୍ଦ୍ରିୟ) —

ସାଂସାରିକ କାର୍ଯ୍ୟ ନିର୍ବାହ ନିମନ୍ତେ ଆବଶ୍ୟକ ପାଞ୍ଚଗୋଟି ଇନ୍ଦ୍ରିୟ; (ଯଥା—ବାକ୍, ପାଣି, ପାଦ, ପାୟୁ, ଉପସ୍ଥ) — An organ of action