କର୍ମ ଆଦିରିବା
ଦେଖଣା
କର୍ମ ଆଦିରିବା —
ଉଚ୍ଚାରଣ: Karma ādaribā
ଦେ. କ୍ରି —
ଅଦୃଷ୍ଟ ଉପରେ ନିର୍ଭର କରିବା; ନିଜର ଭାଗ୍ୟରେ ୟାହା ଘଟୁଛି ବା ଘଟିବା ତାହା ନତ— ମସ୍ତକରେ ଗ୍ରହଣ କରିବା —To yield to one's fate.
କର୍ଣ୍ଣ ଆଦରି ସହେ ଦୁଃଖ, କେବେହେଁ ନ ହୁଏ ବିମୁଖ—ଜଗନ୍ନାଥ ଭାଗବତ