Jump to content

କର୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ରା
ଉଚ୍ଚାରଣ: Kirrā
किर्रा

ଦେ. ବି. —

ବଣିଆ ଓ ଥଟାରିଙ୍କ ବ୍ୟବହୃତ ଛେଣି, ୟାହାଦ୍ବାରା ଧାତୁ ପତ୍ରାଦି ଉପରେ ନକାସୀ ଫୁଲ ଲତାଦି କଟା ଯାଏ — A kind of metal scraper used by gold-smiths.