କର୍ଷ
ଦେଖଣା
କର୍ଷ —
ଉଚ୍ଚାରଣ: Karsha
ସଂ. ବି. (କୃଷ ଧାତୁ=ଚଷିବା+ଭାବ. ଅ) —
୧: କର୍ଷଣ —୧. Cultivation.
୨: (+କର୍ମ. ଅ) ଏକ ତୋଳା ଓଜନ; ୧/୪: ପଳ; କରିଷି; ବାଲେଶ୍ବରୀ ସେରର ୧/୮: ଅଂଶ —୨. A unit of weight; one tola.
୩: ବାହାଡ଼ା ଗଛ — ୩. The Beleric myrobolan (tree).
୪: ଟାଣିବା —୪. Drawing; pulling.