କର୍ଷକ
ଦେଖଣା
କର୍ଷକ —
ଉଚ୍ଚାରଣ: Karshaka
ସଂ. ବି. (କୃଷ ଧାତୁ+କର୍ତ୍ତୃ. ଅକ) —
୧: କୃଷକ; ଚାଷୀ— ୧. Ploughman; cultivator.
୨: ନଖଦ୍ବାରା ଭୁମି ଖୋଳି ଆହାର ଅନ୍ବେକ୍ଷଣ କରିବା ପକ୍ଷୀ (ଯଥା—କୁକ୍କୁଟ) —୨. Birds which seek food from the earth by scratching it with their talons (e. g cock); scraping bird.
୩: ଏକ କରଷି ପରିମାଣ; ସେରର ୧/୮: — ୩. A standard of weight, equal to one Tola; ୧/୮୦ of a Seer.
(କର୍ଷିକା—ସ୍ତ୍ରୀ)
ସଂ. ବିଣ. ଫୁ —
୧: ଆକର୍ଷଣକାରୀ — ୧. Attracting; pulling.
୨: ଚାଷ କରୁଥିବା — ୨. Ploughing.