କର୍ଷଣୀୟ
ଦେଖଣା
କର୍ଷଣୀୟ —
ଉଚ୍ଚାରଣ: Karshaṇīya
ସଂ. ବିଣ. (କୃଷ ଧାତୁ+କର୍ମ. ଅନୀୟ) —
୧: ଚାଷ ହେବାର ଉପଯୁକ୍ତ — ୧. Cultivable, arable.
୨: ଆକର୍ଷଣୀୟ; ଟଣାହେବାର ଯୋଗ୍ୟ — ୨. To be drawn or pulled.
କର୍ଷଣୀୟ —
ଉଚ୍ଚାରଣ: Karshaṇīya
ସଂ. ବିଣ. (କୃଷ ଧାତୁ+କର୍ମ. ଅନୀୟ) —
୧: ଚାଷ ହେବାର ଉପଯୁକ୍ତ — ୧. Cultivable, arable.
୨: ଆକର୍ଷଣୀୟ; ଟଣାହେବାର ଯୋଗ୍ୟ — ୨. To be drawn or pulled.