କର୍ଷାପଣ
ଦେଖଣା
କର୍ଷାପଣ —
ଉଚ୍ଚାରଣ: Karshāpaṇa
ସଂ. ବି. (କର୍ଷ+ଆପଣ) —
କାହାଣ; ଷୋଳ ପଣ;୧୨୮: କଡ଼ା କରଡ଼ି (ମଦ୍ରାରୂପେ ଏହା ପୂର୍ବକାଳରେ ପ୍ରଚଳିତ କଉଡ଼ିର ସଂଖ୍ୟାସୂଚକ ପରିମାଣବିଶେଷ) — ୧୬. annas; one Kāhāṇa.