Jump to content

କର୍ଷିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଷିକ
ଉଚ୍ଚାରଣ: Kārshika

ସଂ. ବି.—(କର୍ଷ=ଏକ ତୋଳା+ସମ୍ବନ୍ଧାର୍ଥେ. ଇକ) —

୧: ଏକତୋଳା ପରିମିତ; ସେରର ୧/୮: ଓଜନ — ୧. Weight of one tola or ୧/୮୦ of a seer.

୨: ଏକବୋଡ଼ି ବା ପାଞ୍ଚ ଗଣ୍ଡା (କଉଡ଼ି) — ୨. An aggregate of ୨୦ pieces of shell- money.

୩: କୃଷକ —୩. Cultivator.