କର ତାଡ଼ିବା
ଦେଖଣା
କର ତାଡ଼ିବା —
ଉଚ୍ଚାରଣ: Kara tāṟḍ̠ibā
হাতমারা
हातमारना
ଦେ. କ୍ରି —
ଶୋକ ବା ଅନୁତାପ ଯୋଗୁଁ କରଦ୍ବାରା ନିଜର ବକ୍ଷସ୍ଥଳ ଓ କପାଳ ଆଦି ଆଘାତ କରିବା — To strike one's palm on the head or breast in an agony of grief or repentance.
ଜଳପୁଛୁ, ବିଳପୁଛୁ, ଏବେ ଉରେ କର ତାଡ଼ିରେ କବିସୂର୍ଯ୍ୟ. ସଙ୍ଗୀତ