କର ଦେବା
ଦେଖଣା
କର ଦେବା —
ଉଚ୍ଚାରଣ: Kara debā
হাতদেওয়া
हातदेना
ଦେ. କ୍ରି —
୧: ହାତରେ ଛୁଇଁବା; ହାତ ଲଗାଇବା — ୧. To touch; to touch with the hands.
ଗୋପୀଏ ହୁଦେ କର ଦେଲେ; ବଡେହେଁ ଡେଉଁଛି ବୋଇଲେ—ଭୂପତି. ପ୍ରେମପଞ୍ଚାମୃତ
୨: କୈଣସି କାର୍ଯ୍ୟ ପାଇଁ ଦୃଢ଼ ଜବାବ କରିବା — ୨. To give one's word to do a thing.