କର ଧରିବା
ଦେଖଣା
କର ଧରିବା —
ଉଚ୍ଚାରଣ: Kara dharibā
কর ঘরা
कर गहना
ଦେ. (ପଦ୍ୟ) କ୍ରି —
ପାଣିଗ୍ରହଣ କରିବା; ବିବାହ କରିବା; ବିଭା ହେବା —To marry.
ମୋର କର ଧରି ତୋର କରମେ ବିମ୍ବୋଷ୍ଠି. ଲେଖିଥିଲା ଏହା ଯେ ଦୁଷ୍ଟ ପରମେଷ୍ଠୀ— କୃଷ୍ଣସିଂହ. ମହାଭାରତ. ବନ