Jump to content

କଲକଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲକଲ
ଉଚ୍ଚାରଣ: Kalakala

ଦେ. ଅ (ଧ୍ଵନ୍ୟର୍ଥକ) —

ଛୋଟ ମାଛ ଅଳ୍ପ ପାଣିରେ ବା ସଂକୀର୍ଣ୍ଣ ସ୍ଥାନରେ ଏଣେତେଣେ ପଳାଇବାକୁ ଚେଷ୍ଟା କରିବାର ଶବ୍ଦ —Sound of small fishes struggling to escape in shallow or narrow water.

ଦେ. ବିଣ —

ଅସ୍ଥିର; ଚଞ୍ଚଳ; କନକନ —Restless.