କଲନ୍ଦର୍
ଦେଖଣା
କଲନ୍ଦର୍ —
ଉଚ୍ଚାରଣ: Kalandar
কালন্দর
कलंदर
ବୈଦେ. ବି. (ଆ. କଲନ୍ଦର୍) —
୧: ଏକ ଶ୍ରେଣୀୟ ମୁସଲ୍ମାନ୍ ଫକୀର ବା ସନ୍ନ୍ୟାସୀ; ମୁଣ୍ଡିତମସ୍ତକ ମୁସଲମାନ୍ ସନ୍ନ୍ୟାସୀ; ପୀର — ୧. A mahomedan ascetic.
୨: ବର୍ଣ୍ଣସଂକର ଜାତୀବିଶେଷ — ୨. Name of a halfblood people.
୩: ସର୍ବସ୍ବ ଦାନକାରୀ ବ୍ୟକ୍ତି — ୩. A person who has given away every thing he has.