କଲବଲ
ଦେଖଣା
କଲବଲ —
ଉଚ୍ଚାରଣ: Kalabala
হায়রানী
हैरानी
ଦେ. ବି. (ଧ୍ଵନ୍ୟନୁକରଣ; ତୁଳ—ହି. କଲମଲାନା= ବିପଦରେ ପଡ଼ି ଅସ୍ଥିର ହେବା) —
୧: ଦୁଃଖ —୧. Affiction.
୨: ଆର୍ତ୍ତି; ପୀଡ଼ା —୨. Ailing; agony.
୩: ୟନ୍ତ୍ରଣା —୩. Acute pain; pang.
ମୃତ୍ୟୁ କଲବଲେ ଶ୍ବାସ ମୂହୁର୍ମୁହୁ ଛାଡ଼ି—ରାଧାନାଥ, ଦଶରଥବିଯୋଗ
হায়রান
हैरान
ଦେ. ବିଣ. —
୧: ଆର୍ତ୍ତ —୧. Ailing; pained; agonised.
୨: ପାଡ଼ିତ; ଅସ୍ତବ୍ୟସ୍ତ — ୨. Troubled; distressed.
କଲବଲ ଛଟପଟ, ହୋଇପାଉଛି ନିପଟ, ସଂବେଶ ଅଶଜ ବିରତିରେ କବିସୂର୍ଯ୍ୟ. କିଶୋରୀ ଚମ୍ପୂ
୩: ବିକଳ —୩. Disconcerted.
ସାନୁଟି ଦେହରେ ତ ନାହିଁ କିଛି ବଳ ଏଣୁ ଚାଲୁଅଛି ହୋଇ ସେ କଲବଲ—କୃଷ୍ଣସିଂହ. ମହାଭାରତ. ବନ
୪: ହୁଃଖଦାୟକ — ୪. Afflicting; harrowing; agonising.
୫: ବ୍ଳିଷ୍ଟ; ଦହଗଞ୍ଜ —୫. Afflicted.
ମୋ ବିଷ ସକାଶୁଁ ସେ ହେବ କଲବଲ—କୃଷ୍ଣସିଂହ. ମହାଭାରତ. ବନ