Jump to content

କଲବଲ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲବଲ କରିବା
ଉଚ୍ଚାରଣ: Kalabala karibā
হায়রানকরা हैरानकरना

ଦେ. କ୍ରି. —

ଦୁଃଖ ଦେବା; ପୀଡ଼ାଦେବା; ହରକତ କରିବା; ଦହଗଞ୍ଜ କରିବା — To afflict; to inflict pain; to put into trouble or hardship; to give pangs.