Jump to content

କଲବଲ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲବଲ ହେବା
ଉଚ୍ଚାରଣ: Kalabala hebā
হায়রান হওয়া हैरानहोना, कलमलाना, कुलवुलाना

ଦେ. କ୍ରି —

ଦୁଃଖ ପାଇବା; ତୀବ୍ର ୟନ୍ତ୍ରଣା ଭୋଗ— କରିବା —To be sorely afflicted; to be distressed.