କଲବିଙ୍କ
ଦେଖଣା
କଲବିଙ୍କ —
ଉଚ୍ଚାରଣ: Kaḻabiṅka
(କଳବିଙ୍କୀ—ସ୍ତ୍ରୀ)
ସଂ. ବି. (କଳ=ମଧୁର ଧ୍ଵନି+ବଙ୍କ ଧାତୁ=ଗମନ କରିବା +କର୍ତ୍ତୃ. ଅ) —
୧: ଚଟକ; ଘରଚଟିଆ ପକ୍ଷୀ — ୧. Sparrow.
୨: ଗୁଳୁଚି ଲତା —୨. Holarrhena Antidysenterica; Echites; a medicinal creeper.
୩: ପିତାକୋରୁଆ (ଦେଖ) ୩. Pitākoruā (See)
୪: କଳଙ୍କ —୪. Taint.
୫: ଦାଗ —୫. Mark.
୬: ଶ୍ବେତ ଚାମର — ୬. A white chowrie or hair-fan.