କଲମଜୋର୍
ଦେଖଣା
କଲମଜୋର୍ —
ଉଚ୍ଚାରଣ: Kalamajor
কলমেরজোর
ବୈଦେ. ବି. (ଆ. କଲମ୍ଜୋର୍) —
୧: ଲେଖିବାର କ୍ଷମତା — ୧. Penmanship.
कलमजोर
ଲେଖିବାଦ୍ବାରା କାର୍ଯ୍ୟ ଚଳାଇବାର ଶକ୍ତି — ୨. The might of the pen.
୩: ଲେଖାଲେଖି କରି କୌଣସି କାର୍ଯ୍ୟ ବା ପ୍ରସ୍ତାବକୁ ଉପରିସ୍ଥ ହାକିମମାନଙ୍କଠୀରୁ ମଞ୍ଜୁର କରାଇ ଆଣିବାର କ୍ଷମତା —୩. The capacity of man to obtain from the anthoritites what he wants by means of forceful writing; success in penmanship.
ବୈଦେ. ବିଣ —
ୟାହାର ଖୁବ୍ ଲେଖିବାର କ୍ଷମତା ଅଛି — Wielding a powerful pen.