Jump to content

କଲମଦାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମଦାନ୍
ଉଚ୍ଚାରଣ: Kalamadān
কলমদান कलमदान

ବୈଦେ. ବି (ଆ. କଲମ୍ଦାନ୍; ତୁଳ. ଅତର୍ଦାନ୍, ପାଉଁଦାନ୍) —

କଲମ ରଖିବାର ପାତ୍ର ବା ଆଧାର — Pen stand; a box to keep pens in; a pen-case.