କଲମବନ୍ଦ୍ କରିବା
ଦେଖଣା
କଲମବନ୍ଦ୍ କରିବା —
ଉଚ୍ଚାରଣ: Kalamaband karibā
কলমবন্দকরা
कलमबन्दकरना
ଦେ. କ୍ରି —
କୌଣସି ୟବାନ୍ବନ୍ଦି ବା ମୌଖିକ କଥାକୁ ଲେଖି ପକାଇବା — To reduce an oral statement into writing.
[ଦ୍ର—ଓଡ଼ିଶାରେ ମୋଗଲ ଅମଳର ଓ ପ୍ରଥମେ ପ୍ରଥମେ ଇଂରାଜ୍— ମାନେ ଓଡ଼ିଶାକୁ ଅଧିକାର କରିବା ସମୟର ଦଲିଲମାନଙ୍କରେ (ଯଥା ୧୮୪୨: ସାଲର ସେଟ୍ଲ୍ମେଣ୍ଟ୍ ରୋବକାରୀମାନଙ୍କରେ) ଏ ଶବ୍ଦର ବ୍ୟବହାର ଦେଖାଯାଏ; ଯଥା—'ମୁଦାଲାର ଇସ୍ତିଫିସାର୍ କଲମବନ୍ଦ୍ କରାଗଲା]