କଲମବାଜ୍
ଦେଖଣା
କଲମବାଜ୍ —
ଉଚ୍ଚାରଣ: Kalamabāj
কলমবাজ
कलमबाज
ବୈଦେ. (ଫା.) ବିଣ —
୧: ଲେଖିବାରେ ପଟୁ — ୧. Expert in penmanship.
୨: କଲମଜୋର୍ ଥିବା (ବ୍ୟକ୍ତି) — ୨. Wielding power by means of the pen; powerful with the pen.
୩: ସର୍ବଦା ଲେଖିବାରେ ନିଯୁକ୍ତ — ୩. Always engaged in writing.