କଲମା ପଢ଼ିବା
ଦେଖଣା
କଲମା ପଢ଼ିବା —
ଉଚ୍ଚାରଣ: Kalmā paṟḍ̠ẖibā
কলমা পঢ়া
कलमा पड़ना
ଦେ. କ୍ରି —
୧: ମୁସଲମାନ୍ମାନେ ପୂଜା ବା ଫାତିଆ କରିବା ସମୟରେ କୋରାନ୍ର କଲମା ଅଂଶକୁ ମୁହଁରେ ବୋଲି ଉପସନା କରିବା — ୧. (a. Muslim) To recite the Kalamā portion of the Koran while worshipping.
୨: ଅନ୍ୟଜାତୀୟ ବ୍ୟକ୍ତି ମୁସଲମାନ୍ ଧର୍ମରେ ଦୀକ୍ଷିତ ହେବା — ୨. (a non-Muslim)To be converted to Mahomesanism.