Jump to content

କଲମି ସୋରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମି ସୋରା
ଉଚ୍ଚାରଣ: Kalami sorā
কলনী সোরা कलमी सोरा

ବୈଦେ. ବି. (ଆ. କଲ୍ମୀ+ଫା. ଶୋରା) —

୧: ଦାନାଯୁକ୍ତ ଲବଣ ଜାତୀୟ ପଟାସିଅମ୍ — ୧. Name of a crystallised salt; Potassium Iodide.

୨: ପରିଷ୍କୃତ ଦାନା ବାନ୍ଧଥିବା ୟବଖାର — ୨. Crystallised Nitre or Saltpetre.