କଲମ୍ବସ୍
ଦେଖଣା
କଲମ୍ବସ୍ —
ଉଚ୍ଚାରଣ: Kalambas
ବୈଦେ. ବି. (ନାମ) —
ଆମେରିକା ଆବିଷ୍କାର କରିଥିବା ପ୍ରସିଦ୍ଧ ସ୍ପେନ୍ଦେଶୀୟ ନାବିକ —Columbus. the discoverer of America.
[ଦ୍ର—ଏହାଙ୍କର ଆମେରିକା ଆବିଷ୍କାରର କାଳ କୌଣସି କୌଣସି ଐତିହାସିକ ୧୪୯୨: ଓ କେହି କେହି ବା ୧୪୬୪: ଖ୍ରୀଷ୍ଟାବ୍ଦ ବୋଲି ପ୍ରମାଣ କରିଅଛନ୍ତି]