କଲମ ବଜାଯ୍ ରହିବା
ଦେଖଣା
କଲମ ବଜାୟ୍ ରହିବା —
ଉଚ୍ଚାରଣ: Kalama bajāy rahibā
কলম বজায়থাকা
कलम बजारहना
ଦେ. ବି—(ଆଶୀର୍ବଦାର୍ଥକ) —
ହାକିମ କାର୍ଯ୍ୟ ଓ ଅଧିକାର ଚିରକାଳ ଅକ୍ଷୁର୍ଣ୍ଣ ରହିବା (ଯଥା—ବାବୁ! ଆପଣଙ୍କର କଲମ ବଜାୟ୍ ରହୁ!) — (Used in blessing) Penmanship or power with the pen or position or power to continue for ever.