କଲମ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମ ମାରିବା
ଉଚ୍ଚାରଣ: kalama māribā
কলমমারা कलममारना

ଦେ. କ୍ରି —

୧: କଲମରେ ସାମାନ୍ୟ କିଛି ଲେଖିଦେବା — ୧. To scratch a line by the pen.

୨: କଲମଦ୍ବାରା ଲେଖା ହୋଇଥିବା ବିଷୟକୁ କାଟି ଦେବା —୨. To score through a writ ing with the pen.


କଲମ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

କଲମରେ ଚଞ୍ଚଳ ଲେଖିଦେବା