Jump to content

କଲରାପତ୍ରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲରାପତ୍ରିଆ
ଉଚ୍ଚାରଣ: Kalarāpatriā

ଦେ. ବି. (ସଂ. କାରବେଲ୍ଲ+ପତ୍ର) —

ଚିତାବାଘ — Leopard; Felis Pardus.

(ଦ୍ର—ଏ ବାଘ ଦେହରେ କଲରାପତ୍ର ଆକୃତିର ମନ୍ଦାମନ୍ଦା କଳା ଛପାଛପା ଦାଗ ଥାଏ)

ଦେ. ବିଣ. —

କଲରା ପତ୍ର ପରି ଚିହ୍ନଯୁକ୍ତ —Having spots resembling the leaves of the Memordica creeper.