Jump to content

କଲଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲଳ
ଉଚ୍ଚାରଣ: Kalaḻa

ସଂ. ବି. (କଲ ଧାତୁ=ଗଣନା କରିବା+କର୍ମ. ଅଳ) —

୧: ଜରାୟୁ — ୧. Womb; uterus.

୨: ଭ୍ରୁଣ —୨. The embryo in the womb.