Jump to content

କଲାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲାଇ
ଉଚ୍ଚାରଣ: Kalāi
কলেই कलइ

ବୈଦେ (ଆରବୀ କଲଇ.=ରାଙ୍ଗାଧାତୁ) ବି. —

ତମ୍ବାପାତ୍ର ଉପରେ ଟିଣ ତରଳାଇ ଢାଳିବା —The tinning of copper vessels with a layer of molten tin.

[ଦ୍ର—କଲାଇ ହୋଇଥିବା ତମ୍ବାପାତ୍ରରେ ଖଟା ଆଦି ଖାଦ୍ୟ ଉକେଇ ଯାଏ ନାହିଁ ଓ ଶୀଘ୍ର କଳଙ୍କି ପଡ଼େ ନାହିଁ]