କଲାଯ
ଦେଖଣା
କଲାୟ —
ଉଚ୍ଚାରଣ: Kalāya
ସଂ. ବି. (କ=ବାୟୁ+ଲା=ଗ୍ରହଣ କରିବା+କର୍ତ୍ତୃ. ୟ) —
ମଟର ଜାତୀୟ ନାନାପ୍ରକାରର ଶସ୍ୟ —A name applied to several kinds of leguminous seeds or pulse like pea.
[ଦ୍ର—ଏହା ଡାଲି ହୁଏ ବଙ୍ଗଳାରେ ଏହାକୁ କଡ଼ାଇଡାଲ୍ କହନ୍ତି]
୨: ମଟର —୨. Peas.
୩: ବଡ଼ଚଣା (ହରେକୃଷ୍ଣ ଦ୍ରବ୍ୟଗୁଣ) — ୩. A large variety of oats.