Jump to content

କଲିଆରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିଆରି
ଉଚ୍ଚାରଣ: Kaḻiāri

ଦେ. ବି. (ସଂ. କଳି; ଏହା ଉପରେ କଳିକାସଦୃଶ କାରୁକାର୍ୟ୍ୟ ହୋଇଥିବାରୁ) —

ହାତ ଖଡ଼ୁ ବା ବଳୟବିଶେଷ—କଡ଼ିଆଳି (ଦେଖ) A kind of bracelet.

[ଦ୍ର—ଏହାର ଗୋଟିଏ ପାଖ ମୋଟ ଓ ଗୋଟିଏ ପାଖ ସରୁ]