Jump to content

କଲିକତିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିକତିଆ
ଉଚ୍ଚାରଣ: Kalikatiā
কলিকাতার कलकत्तावाला

ଦେ. ବିଣ —

୧: କଲିକତି (ଦେଖ) ୧. Kalikati (See)

୨: କଲିକତାବାସୀ — ୨. Inhabiting Calcutta.

୩: କଲିକତାକୁ ଆଗତ (ବ୍ୟକ୍ତି) — ୩. Hailing from Calcutta.

୪: କଲିକତାରୁ ୟାତାୟାତ କରୁଥିବା (ବ୍ୟକ୍ତି) — ୪. Frequently visiting Calcutta.